ଜଳି ଯାଇଥିବା କାର ଠାବ

ବାଲେଶ୍ୱର : ବାଲିଆପାଳ ଗହମଗଡ଼ିଆ ଛକ ନିକଟରୁ ଜଳି ଯାଇଥିବା ଏକ କାର ଠାବ ହୋଇଛି । ରାସ୍ତାକଡ଼ ଗଛରେ କାର୍‌ଟି ପିଟି ହେବା ପରେ ଜଳି ଯାଇଛି ବୋଲି ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ କାର୍‌ ଚାଳକ ଫେରାର୍‌ ହୋଇଯାଇଛି । ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି ।

Comments are closed.