ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣେ ଗିରଫ

0

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାର ଛତ୍ରପୁର ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚୁରା କରୁଛି।

Leave A Reply