ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ଆତ୍ମହତ୍ୟା

0

ଯାଜପୁର: ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ ଯୋଗୁଁ ବିଷ ପାନ କରି ଜଣେ ଛାତ୍ର  ଆତ୍ମହତ୍ୟା କରିଥିବା ଖବର ମିଳିଛି । ମୃତ ଛାତ୍ର ହେଲେ ପଦ୍ମଲୋଚନ ମଲ୍ଲିକ। ସେ ବରୀ ବ୍ଲକ ରତ୍ନେଶ୍ବର ବିଦ୍ୟାପୀଠ ର ଛାତ୍ର ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply