୬୮ଫୁଟ୍‍ ଉଚ୍ଚ ଢେଉରେ ସାର୍ଫ କରି ମହିଳାଙ୍କ ଗିନିଜ ରେକର୍ଡ଼

0

ନୂଆଦିଲ୍ଲୀ:ବ୍ରାଜିଲର ସର୍ଫର ମାୟା ଗାବେରିଆ ୬୮ଫୁଟ ଉଚ୍ଚ ଢେଉ ଉପରେ ସର୍ଫ କରି ଗିନିଜ ରେକର୍ଡ଼ କରିଛନ୍ତି। ଗିନିଜ ବୁକ ପକ୍ଷରୁ ତାଙ୍କୁ ଅକ୍ଟୋବର ୧ରେ ସମ୍ମାନିତ କରାଯାଇଛି। ୨୦୧୮ଜାନୁଆରୀ୧୮ରେ ମାୟା ଏହି ଦୁଃସାହସିକ ରେକର୍ଡ଼ କରିଥିଲେ। ସମୁଦ୍ର ମଧ୍ୟରେ ସାର୍ଫ କରିବାର ନିଶା ତାଙ୍କୁ ଏହି ରେକର୍ଡ଼ କରିବାକୁ ପ୍ରୋତ୍ସାହିତ କରିଥିଲା।

Leave A Reply