୬୮ ବର୍ଷରେ ପ୍ରଥମ ବିମାନ ହିନ୍ଦୁସ୍ତାନ ଟ୍ରେନର-୨

0

ଭାରତର ବେଙ୍ଗାଲୁରୁରେ ଡିଜାଇନ୍ ହେବା ସହ ନିର୍ମିତ ହୋଇଥିବା ପ୍ରଥମ ବିମାନ ‘ହିନ୍ଦୁସ୍ତାନ ଟ୍ରେନର୍-୨’ ୧୯୫୧ ଅଗଷ୍ଟ ୧୩ରେ ସାର୍ବଜନିକ ଭାବେ ଉଡ଼ାଣ ଭରିଥିଲା। ଦୁଇ ଆସନ ବିଶିଷ୍ଟ ଏଇ ବିମାନର ଓଜନ ୬୯୯ କିଲୋ ଥିଲା। ଘଣ୍ଟା ପ୍ରତି ୨୦୯ କିମି ବେଗରେ ଅତିକ୍ରମ କରୁଥିବା ଏହି ବିମାନ ପ୍ରଥମ ଯାତ୍ରାରେ ସମୁଦ୍ର ପତ୍ତନରୁ ୮ହଜାର କିମି ଊର୍ଦ୍ଧ୍ବକୁ ଉଡ଼ାଣ ଭରିଥିଲା। ଭାରତୀୟ ଇତିହାସରେ ଏହି ଘଟଣା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି।

Leave A Reply