୫ମ ଦିନିକିଆରେ ହେବ ଭାରତ – ଅଷ୍ଟ୍ରେଲିଆ ଟକ୍କର

0

ନୂଆଦିଲ୍ଲୀ: ଦିଲ୍ଲୀ ଫିରୋଜ ଶାହା କୋଟଲା ଷ୍ଟାଡିଅମରେ ବୁଧବାର ଦିନ ୩ଟାରେ ପଞ୍ଚମ ଦିନିକିଆରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହେବ। ଦିନ ୧.୩୦ ମିନିଟରେ ମ୍ୟାଚ ଆରମ୍ଭ ହେବ। ପୂର୍ବ ମ୍ୟାଚଗୁଡିକ ମଧ୍ୟରୁ ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ୨-୨ ପଏଣ୍ଟ ହାସଲ କରିଛନ୍ତି। ତେବେ ଚତୁର୍ଥ ମ୍ୟାଚରେ ଧୋନୀଙ୍କ ଅନୁପସ୍ଥିତି ଭାରତ ପାଇଁ ବିପର୍ଯ୍ୟୟର ସାମ୍ନା କରିଥିଲା। ଇତି ମଧ୍ୟରେ ଭାରତର ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ କହିଛନ୍ତି ଯେ ରିଷଭ ପଣ୍ଥଙ୍କୁ ଧୋନୀଙ୍କ ସହ ତୁଳନା କରିବା ଅଜ୍ଞତାର ପରିଚୟ।

Leave A Reply