ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ୫-ଟି ସଚିବ ଓ ଟିମ୍

ସୁବର୍ଣ୍ଣପୁର : ୫-ଟି ସଚିବ ଭି.କେ ପାଣ୍ଡିଆନ୍‍ ନିଜ ଟିମ୍‍ ସହ ଗୁରୁବାର ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ପାଣ୍ଡିଆନ୍‍ଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍‍ ତ୍ରିପାଠୀ ଏବଂ ଏନ୍‍ଏଚ୍‍ଏମ୍‍ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ମଧ୍ୟ ସାମିଲ ଥିଲେ। ସେମାନେ ସେଠାରେ ଡାକ୍ତର ଓ ରୋଗୀମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଚିକିତ୍ସାଳୟ ଭିତ୍ତିଭୂମିର ସମୀକ୍ଷା କରିଥିଲେ।

Comments are closed.