ଝାରପଡ଼ାରୁ ୩୦ ବୋମା ଜବତ, ୫ ଗିରଫ

0

ଭୁବନେଶ୍ୱର: ଝାରପଡ଼ାସ୍ଥିତ ଏକ ମୃଦୁପାନୀୟ ଗୋଦାମ ପରିସରରୁ ଗୁରୁବାର ୩୦ଟି ବୋମା ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେଠାରେ ଆପରାଧିକ କାର୍ଯ୍ୟକଳାପ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ୱତନ୍ତ୍ର ସ୍କ୍ୱାଡ ଚଢ଼ାଉ କରିଥିଲା।

Leave A Reply