୩ମାଓବାଦୀ ଗିରଫ

0

ରାଉରକଲୋ : ରାଉରକେଲା ବିଶ୍ରା ଥାନା ପୁଲିସ ରୋଲର ପୋଡି ଘଟଣାରେ ୩ଜଣ ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ କରି ସେମାନଙ୍କ ଠାରୁ ୩ଟି ବନ୍ଧୁକ ସହ ୨ଟି ମୋବାଇଲ ଜବତ କରିଛି। ଠିକାଦାରଙ୍କ ଠାରୁ ବଟି ନମିଳିବାରୁ ମାଓବାଦୀମାନେ ରୋଲର ପୋଡି ଥିବା ଅଭିଯୋଗ ହୋଇଥିବା ରାଉରକେଲା ଅତିରିକ୍ତ ଏସପି ସୁରେଶ ଚନ୍ଦ୍ର ପାଠୀ ସୂଚନା ଦେଇଛନ୍ତି।

Leave A Reply