ରେଳରେ କଟିଗଲେ ୩୬ ଗୋରୁ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହମିରପୁର ଜିଲା ଅନ୍ତର୍ଗତ ରାଗାଉଲ ଷ୍ଟେସନ ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୩୬ଗୋରୁଙ୍କ ମୃତ୍ୟୁ ଘଟିଛି। ଗୋରୁମା​‌େ​‌ନ ରେଳ ଧାରଣା ଅତିକ୍ରମ କରୁଥିବାବେଳେ ଏକ ଦ୍ରୁତଗାମୀ ରେଳଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଧାରଣା ଦୁଇ ପାଖରେ ପଡ଼ିଥିବା ଗୋରୁଙ୍କ ମୃତଦେହକୁ ପରେ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ସ୍ଥାନୀୟ ଗୋ-ରକ୍ଷକ ସଂଗଠନ ପକ୍ଷରୁ ଏହାକୁ ଏକ ହତ୍ୟାକାଣ୍ଡ ଭାବେ ଅଭିହିତ କରାଯାଇଛି। ସେହିଭଳି ବୁନ୍ଦେଲଖଣ୍ଡ ନିକଟରେ ରେଳ ଦୁର୍ଘଟଣାରେ ୭ଗୋରୁଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି।

Leave A Reply