ପାଣିରେ ବୁଡି ୨ନାବାଳକ ମୃତ

0

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲା ଗ୍ରାମାଞ୍ଚଳ ଥାନା ଜାମୁଡ଼ାଳି ଗ୍ରାମର ସ୍ଥାନୀୟ ମାତକୋମ ସାହି ପୋଖରୀରେ ଗାଧୋଉଥିବା ସମୟରେ ପାଣିରେ ବୁଡିଯାଇ ୨ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପାଣିରେ ଖେଳୁଥିବା ବେଳେ ଅସାବଧାନତା ହେତୁ ଦୁଇ ନାବାଳକ ବୁଡି ଯାଇଥିଲେ।

Leave A Reply