ମା ଓ ଝିଅଙ୍କ ଆତ୍ମହତ୍ୟା ଅଭିଯୋଗ

0

କେନ୍ଦୁଝର: ଵଡବିଲ ଥାନା ଅନ୍ତର୍ଗତ ମହାରଣା ସାହିର ମା ଓ ଝିଅ ଦୁହେଁ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମିଳିଥିଵା ସୂଚନା ଅନୁଯାୟୀ ନାବାଳିକା ଝିଅ ପଦ୍ମିନୀ ଵାହାଦୁର(୧୦) ଗତ ବୁଧବାର ଦିନ ୩ ଟା ରେ ବେକରେ ଓଢ଼ଣୀ ଲଗାଇ ଘର କଵାଟ ବନ୍ଦ କରି ଆତ୍ମହତ୍ୟା କରିଥିଲା । ଝିଅ ର ଆତ୍ମହତ୍ୟାରେ ମା ଦଶମା ଵାହାଦୁର (୪୫) ମ୍ରିୟମାଣ ହୋଇ ଶୁକ୍ରବାର ସକାଳେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ଵଡଵିଲ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି। ଖଵର ଲେଖା ହେବା ଵେଳକୁ ଶବ ବ୍ୟବଚ୍ଛେଦ ହୋଇ ନ ଥିବା ଜଣାପଡ଼ିଛି ।

Leave A Reply