ଅଜଣା ଗାଡି ଧକ୍କାରେ ୨ ନାବାଳକଙ୍କ ମୃତ୍ୟୁ

0

ଭଦ୍ରକ : ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଅଜଣା ଗାଡି ଧକ୍କାରେ ୨ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳେ ସେମାନେ ସାଇକେଲରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇ ଗାଡିଟି ଫେରାର ହୋଇଯାଇଛି। ତେବେ ମୃତକଙ୍କ ପରିଚୟ ମିଳି ନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply