ପୋଖରୀରେ ବୁଡି ୨ ନାବାଳିକା ମୃତ

0

ନବରଙ୍ଗପୁର: ଝରିଙ୍ଗା ବ୍ଲକ ରସାଖଣ୍ଡିଗୁଡା ପଞ୍ଚାୟତର ପୋଖରୀରେ ବୁଡି ୨ଜଣ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଅପରାହ୍ନ ୧୨ଟା ସମୟରେ ୩ଜଣ ସାଙ୍ଗ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଚମ୍ପାବତୀ (୧୧) ଓ ଲୀଳାବତୀ(୧୧) ଦୁଇ ଜଣ ବୁଡି ଯାଇଥିଲେ। ଗ୍ରାମବାସୀମାନେ ଏହି ଖବର ପାଇବା ପରେ ମୃତ ଦୁଇଙ୍କ ଶବ ଉଦ୍ଧାର କରିଥିଲେ।

Leave A Reply