ଆଜିଠୁଁ +୨ ନାମଲେଖା ଆରମ୍ଭ

0

କଟକ: ବିଭିନ୍ନ କଲେଜରେ ଯୁକ୍ତ ୨ ନାମଲେଖା ସୋମବାର ଆରମ୍ଭ ହେଉଛି। ଆସନ୍ତା ୫ ତାରିଖ ଯାଏଁ ପ୍ରଥମ ପର୍ୟ୍ୟାୟ ନାମଲେଖା ଜାରି ରହିବ। ଜୁଲାଇ ୧୦ରେ ଦ୍ୱିତୀୟ ପର୍ୟ୍ୟାୟ ତାଲିକା ପ୍ରକାଶ ପାଇବା ପରେ ୧୧ ଓ ୧୨ ନାମଲେଖା ହେବ। ଶେଷ ତାଲିକା ଜୁଲାଇ ୧୯ରେ ପ୍ରକାଶ ପାଇବା ପରେ ୨୧ ଓ ୨୨ ଦୁଇ ଦିନ ନାମଲେଖାର ଶେଷ ତାରିଖ ବୋଲି ଜଣାପଡିଛି।

Leave A Reply