ନଦୀକୁ ଖସିଲା ମିନି ବସ୍‍: ୧୬ମୃତ,୧୧ଆହତ

0

ଜମ୍ମୁ: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲରରେ ଏକ ଯାତ୍ରୀବାହୀ ମିନି ବସ୍‍ ଭାରସାମ୍ୟହରାଇ ନଦୀରେ ଚେନାବ ଖସି ପଡ଼ିବାରୁ ଘଟଣାସ୍ଥଳରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି। ମିନି ବସରେ ୨୭ଜଣ ଯାତ୍ରୀ କେସୱାନରୁ କିସ୍ତୱାରକୁ ଯାତ୍ରା କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କୁ ୫ଲକ୍ଷ ଓ ଆହତଙ୍କୁ ୫୦ହଜାର କ୍ଷତିପୂରଣ ଦେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

Leave A Reply