୧୫ ଦିନର ଶିଶୁକନ୍ୟାକୁ ଚେଙ୍କ ଅଭିଯୋଗ

0

କେନ୍ଦୁଝର: ବାଂଶପାଳ ଥାନା କାଂଜିପାଣି ଗାଁରେ ଏକ ୧୫ ଦିନର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇ ଥିବା ଅଭିଯୋଗ ହୋଇଛି । ଶିଶୁଟିର ପେଟ ଯନ୍ତ୍ରଣା ହେଉଥିବାରୁ ତା’ର ଜେଜେମା’ ଚେଙ୍କ ଦେଇଥିଲେ ବୋଲି ସୂଚନା ମିଳିଛି । ଶିଶୁଟିର ଅବସ୍ଥାରେ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁଟିର ଅବସ୍ଥା ସ୍ଥିର ରହୁଥିବା ଜଣାପଡିଛି ।

Leave A Reply