ଆଇପିଏଲ୍‍ର ପ୍ଲେଅଫ୍‍ ରାଉଣ୍ଡ ଚୁଡାନ୍ତ

0

ମୁମ୍ବଇ : ସନ୍‍ରାଇଜର୍ସ ହାଇଦରାବାଦ,ଚେନ୍ନଇ ସୁପର କିଙ୍ଗ୍‍ସ,କଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍‍ସ ଆଇପିଏଲ୍‍ ର ପ୍ଲେଅଫ୍‍ରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଠାରୁ ପ୍ଲେଅଫ୍‍ ମ୍ୟାଚ ଆରମ୍ଭ ହେବ। ୨୭।୫  ତାରିଖ ରବିବାର  ଫାଇନାଲ ମ୍ୟାଚ୍‍ ଅନୁଷ୍ଠିତ ହେବ।
ମୁମ୍ବଇ

ଆଇପିଏଲ୍‍ ପ୍ଲେଅଫ୍‍ର ଖେଳସୂଚୀ
୨୨।୫ (ମଙ୍ଗଳବାର): ପ୍ରଥମ କ୍ୱାଲିଫାୟର
ସନ୍‍ରାଇଜର୍ସ ହାଇଦରାବାଦ-ଚେନ୍ନଇ ସୁପର କିଙ୍ଗ୍‍ସ
ମୁମ୍ବଇ; ସନ୍ଧ୍ୟା ୭ଟା
୨୩।୫ (ବୁଧବାର): ଏଲିମିନେଟର
କଲକାତା ନାଇଟ ରାଇଡର୍ସ-ରାଜସ୍ଥାନ ରୟାଲ୍‍ସ
କଲକାତା; ସନ୍ଧ୍ୟା ୭ଟା
୨୫।୫ (ଶୁକ୍ରବାର): ଦ୍ୱିତୀୟ କ୍ୱାଲିଫାୟର
୨୨ର ପରାଜିତ ଦଳ-୨୩ର ବିଜୟୀ ଦଳ
କଲକାତା; ସନ୍ଧ୍ୟା ୭ଟା
୨୭।୫ (ରବିବାର): ଫାଇନାଲ ମ୍ୟାଚ୍‍
ମୁମ୍ବଇ; ସନ୍ଧ୍ୟା ୭ଟା

Leave A Reply