ବସ୍ ଦୁର୍ଘଟଣାରେ ୧୦ ଯାତ୍ରୀ ଆହତ

ସୋର : ବାଲେଶ୍ବର ଜିଲା ୧୬ନଂ ଜାତୀୟ ରାଜପଥରେ ଗୁରୁବାର ଶ୍ରୀରାମଜୀ ନାମକ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାଦ୍ବାରା ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଗୁରୁବାର ବାଲେଶ୍ବର ରୁ ଭୁବନେଶ୍ବର ଯିବା ବେଳେ ବାରିକପୁରରୁ ଠାରେ ଦୁର୍ଘଟଣା ହୋଇଥିଲା। ଆହତ ୧୦ ଯାତ୍ରୀଙ୍କୁ ସୋର ଓ ବାହାନଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

 

Comments are closed.