ପହଞ୍ଚିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ବୃଦ୍ଧା

0

ଉମରକୋଟ: ନବରଙ୍ଗପୁର ଉମରକୋଟ ବ୍ଳକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସଦର ମହକୁମା ଠାରୁ ମାତ୍ର ୩ କିମି ଦୂର ଜାନୀଗୁଡା(୭୫)ଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ଗାଡି ପହଞ୍ଚିନଥିଲା। ତେଣୁ ବାଧ୍ୟ ହୋଇ ପରିବାର ଲୋକ ତାଙ୍କୁ ଖଟିଆରେ ବୋହି ଉମରକୋଟ ଚିକିତ୍ସାଳୟର ନେଇଥିଲେ।

Leave A Reply