୩ୟ ଟି-୨୦ ସହ ସିରିଜ ଜିତିଲା ଭାରତ

ମୁମ୍ବଇ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରି ଟ୍ବେଣ୍ଟି -୨୦ ସିରିଜ୍ ବିଜୟୀ ହୋଇଛି । ବୁଧବାର ଅନୁଷ୍ଠିତ ଶେଷ ତଥା ଚୁଡାନ୍ତ ଟ୍ବେଣ୍ଟି -୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି।

ବିଜୟ ପାଇଁ ୨୪୧ ରନର ପିଛା କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୩ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ କୋହଲି ମ୍ୟାନ ଅଫ ଦ ସିରିଜ ବିବେଚିତ ହୋଇଛନ୍ତି।

Comments are closed.