୧୩,୫୦୦ ଟଙ୍କାରେ ଆମେରିକା ଯାତ୍ରା

0

ମୁମ୍ବଇ: ମାତ୍ର ୧୩,୫୦୦ ଟଙ୍କାରେ ଉଡ଼ାଜାହାଜରେ ଆମେରିକା କିମ୍ବା ୟୁରୋପ ଯିବାକୁ ଚାହୁଁଛନ୍ତି କି? ଏଭଳି ସୁଯୋଗ ଆଣିଦେଇଛି ୱ ଏୟାର ନାମକ ଏକ ବିମାନ ସେବା ପ୍ରଦାନକାରୀ ସଂସ୍ଥା। କିନ୍ତୁ ଏଥିପାଇଁ ଏକ ସର୍ତ୍ତ ରହିଛି। ବିମାନଯାତ୍ରୀମାନେ କୌଣସି ଆସବାବପତ୍ର କିମ୍ବା ବ୍ୟାଗ୍‍ ସାଙ୍ଗରେ ନେଇ ପାରିବେ ନାହିଁ। ଏହି ୧୨ ଘଣ୍ଟାର ଯାତ୍ରା ସମୟରେ ଯାତ୍ରୀଙ୍କୁ ଖାଇବା ପାଇଁ ମଧ୍ୟ କିିଛି ଦିଆଯିବ ନାହିଁ। ଡିସେମ୍ବର ୨୧ ତାରିଖରେ ଦିଲ୍ଲୀରୁ ବିମାନ ଯାତ୍ରା ପାଇଁ ଏହି ଘୋଷଣା କରାଯାଇଥିଲା। ଘୋଷଣା ହେବା ମାତ୍ରେ ସବୁ ଟିକେଟ୍‍ ବୁକ ହୋଇସାରିଥିବା ଜଣାପଡ଼ିଛି।

Leave A Reply