୧୨କ୍ବିଣ୍ଟାଲ ଗଞ୍ଜେଇ ଜବତ, ୨ଗିରଫ

ଲମତାପୁଟ: କୋରାପୁଟ ଜିଲା ଡିଡ୍ୟାମ ନିକଟରୁ ଶନିବାର ଏକ ପିକ୍ଅପ୍ ଭ୍ୟାନରୁ ୧୨କ୍ବିଣ୍ଟାଲ ଗଞ୍ଜେଇ ଜବତ ହେବାସହ ୨ଜଣ ଗିରଫ ହୋଇଥିବା ଜଣାପଡିଛି। ମାଛକୁଣ୍ଡ ପୁଲିସ ଓ ବିଏସଏଫ୍ ଯବାନଙ୍କ ପାଟ୍ରୋଲିଂ ବେଳେ ଏହି ପିକ୍ଅପ୍ ଭ୍ୟାନକୁ ଧରିଥିଲେ। ଗିରଫଙ୍କ ଠାରୁ ଏକ ପିସ୍ତଲ ଜବତ କରାଯାଇଥିବା ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି।

Comments are closed.