ମଦ ପାଇଁ ମା’କୁ ହତ୍ୟା ଅଭିଯୋଗ

0

ସୁନ୍ଦରଗଡ : ମଦ ପାଇଁ ମା’କୁ ପୁଅ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ସୁନ୍ଦରଗଡ ଜିଲା କିଞ୍ଜିରିକେଲା ଥାନା ଅନ୍ତର୍ଗତ ଦେଓଭୁବନପୁର ଗ୍ରାମରେ ଘଟିଛି। ମଦ ପାଇଁ ଟଙ୍କା ନଦେବାରୁ ପୁଅ ପଥରରେ ମା’କୁ ଛେଚି ହତ୍ୟା କରିଛି। ମା’ କୁ ହତ୍ୟା କରିବା ପରେ ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply