ବ୍ଲଡ୍‍ ଗ୍ରୁପ୍‍ ଜାଣିବା ପାଇଁ ଆରଟିଆଇ

0

ନୂଆଦିଲ୍ଲୀ: ରାହୁଲ୍‍ ଚିତ୍ରା ନାମକ ଜଣେ ବ୍ୟକ୍ତି ନିଜ ସଠିକ୍‍ ବ୍ଲଡ୍‍ ଗ୍ରୁପ୍‍ ଜାଣିବା ପାଇଁ ସୂଚନା ଅଧିକାର ଆଇନ(ଆରଟିଆଇ)ର ସାହାରା ନେଇଛନ୍ତି। ବିଭିନ୍ନ ଡାକ୍ତରଖାନା ଓ ଅନୁଷ୍ଠାନରେ ପରୀକ୍ଷା ପରେ ସେ ତାଙ୍କ ବ୍ଲଡ୍‍ ଗ୍ରୁପର ଭିନ୍ନ ଭିନ୍ନ ରିପୋର୍ଟ ଆସିଥିଲା। ଏହାପରେ ସେ ସଠିକ୍‍ ବ୍ଲଡ୍‍ ଗ୍ରୁପ୍‍ ଜାଣିବା ପାଇଁ ମେଡିକାଲ୍‍ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆକୁ ଆରଟିଆଇ ମାଧ୍ୟମରେ ଆବେଦନ କରିଛନ୍ତି। ଏମ୍‍ସିଆଇ ଉକ୍ତ ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ ଚିତ୍ରା ନିର୍ବାଚନ କମିଶନ୍‍ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକୁ ଗ୍ରହଣ କରି ସୂଚନା କମିଶନ୍‍ ଚିତ୍ରାଙ୍କ ବ୍ଲଡ୍‍ ଗ୍ରୁପ୍‍ ଏମ୍ସକୁ ପଠାଇବାକୁ କହିଛନ୍ତି।

Leave A Reply