ବ୍ରାଉନସୁଗାର ଜବତ୍

0

କଟକ: ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ଼ ପକ୍ଷରୁ ସହରସ୍ଥିତ ମାଛୁଆ ବଜାରଠାରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ୍ କରିବା ସହ ଏଥିରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ଉଭୟ ଯୁବକ ଦୀର୍ଘ ଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ନିଶା କାରବାର କରୁଥିଲେ। ଚଢଉ ବେଳେ ଏପରିକି ସେମାନଙ୍କ ନିକଟରୁ ୫କିଲୋ ଗଞ୍ଜେଇ ମଧ୍ୟ ଜବତ୍ କରିଛି ଅବକାରୀ ବିଭାଗ। ମାଛୁଆ ବଜାରର ମନୋଜ କାହାଳି ଓ ଦିଲ୍ଲୀପ କାହାଳିକୁ ଏହି ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି।

Leave A Reply