ବାଇକ ଧକ୍କାରେ କାର ଚେପା, ବାଇକ ଚାଳକ ଗୁରୁତର

0

ରାଉରକେଲା..- ରାଉରକେଲାରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଧକ୍କାରେ କାର ଚେପା ହୋଇଯାଇଥିବା ସୂଚନା ମିଳିଛି। ରାଉରକେଲାର ସେକ୍ଟର ୨୦ରେ ଏହି ଘଟଣା ଘଟିଛି ।

ବାଇକ୍‌ର ଗତି ଏତେ ଥିଲା ଯେ କାରଟିର ଗୋଟିଏ ପଟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ଏଥିରେ ବାଇକର ସାମ୍ନା ପଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ବାଇକ ଚାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଆଇଜିଏଚ୍‌ରେ ଭର୍ତି କରାଯାଇଛି ।

Leave A Reply