ଫିଲ୍ମରେ ଲାଗିଛି ଟିଟୋର ଟଙ୍କା!

0

କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡକୁ ନେବା ପରେ ତାର ଅନେକ ରହସ୍ୟମୟ ସାମ୍ରାଜ୍ୟ ଉପରୁ ପରଦା ଉଠାଉଛି ଏସଟିଏଫ୍‍ ଟିମ୍‍। ଟିଟୋର ବିଭିନ୍ନ ବ୍ୟବସାୟିକ ସଂସ୍ଥାରେ କଳାଧନ ଟଙ୍କା ଲାଗିଥିବା ବିଷୟରେ ଜାଣିବା ପରେ ବର୍ତ୍ତମାନ ଟିଟୋର ଟଙ୍କା ଓଲିଉଡ୍‍ରେ ଲାଗିଥିବା ଜାଣି ପାରିଛି ଏସଟିଏଫ୍‍ ଟିମ୍‍। ଏହି ଟଙ୍କା ଏକ ନିର୍ମାଣାଧୀନ ଓଡିଆ ଫିଲ୍ମରେ ଲାଗିଛି। ଫିଲ୍ମର ମହୁରତ ସରିଯାଇଥିବା ବେଳେ ତାର ସୁଟିଂ ବର୍ତ୍ତମାନ ଚାଲିଛି।

Leave A Reply