ପ୍ରାର୍ଥୀ ପତ୍ର ଦାଖଲ କଲେ ଲକ୍ଷ୍ମଣ ବାଗ

0

ଟିଟିଲାଗଡ଼ : କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଭାବରେ ବିଜେପିରୁ ଲକ୍ଷ୍ମଣ ବାଗଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ନିଜର ସମର୍ଥକମାନଙ୍କ ଶୋଭା ଯାତ୍ରାରେ ଯାଇ ଟିଟିଲାଗଡ଼ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ଦାଖଲ କରିଛନ୍ତି।

Leave A Reply