ନୟାଗଡ଼: ବୋମାମାଡ଼ କରି ୩ ଲକ୍ଷ ଟଙ୍କା ଲୁଟ୍

0

ନୟାଗଡ଼: ନୟାଗଡ଼ ଜିଲା ଖଣ୍ଡାପଡା ନିକଟରେ ଦୁର୍ବୃତ୍ତମାନେ ବୋମାମାଡ଼ କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଜଣ ଛେଳି ବ୍ୟବସାୟୀ ଆହତ ହୋଇଥିବା ଜଣାପଡିଛି । ଆହତଙ୍କ ନାମ ହେଲା ମୁଜାହିଦ୍ଦିନ ଓ ୟୁସଫୁ ଖାଁ । ସେମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

Leave A Reply