ଗୁଳିମାଡରେ ଧାନ ବ୍ୟବସାୟୀ ମୃତ

0

ରାଉରକେଲା: ରାଉରକେଲା ବିସ୍ରା ବାଗଡେଗା ଛକରେ ଗୁଳିକାଣ୍ଡ ହୋଇଛି । ଗୁଳିମାଡରେ ଜଣେ ଧାନ ବ୍ୟବସାୟୀ ମୃତ୍ୟୁ ଘଟିଛି । ଗୁଳିମାଡ ପଛରେ ପିଏଲଏଫଆଇର ହାତ ଥିବା ନେଇ ସନ୍ଦେହ କରାଯାଉଛି । ହତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡରେ ମୃତ ଧାନ ବ୍ୟବସାୟୀ ହେଉଛନ୍ତି ହରିଦର୍ଶନ ସାହୁ ।

Leave A Reply