ଗୁଳି ବାଜି ବୃଦ୍ଧା ଗୁରୁତର

0

ଅନୁଗୁଳ: ଅନୁଗୁଳ ପୁଲିସ ତାଲିମ କେନ୍ଦ୍ରରେ ବନ୍ଧୁକ ଚାଳନ ଅଭ୍ୟାସ ବେଳେ ଏକ ଅଘଟଣ ଘଟିଛି। ତାଲିମ ବେଳେ ବନ୍ଧୁକରୁ ଗୁଳି ବାହାରି ଜଣେ ବୃଦ୍ଧାଙ୍କ ଛାତିରେ ବାଜିଥିଲା। ଗୁଳି ବାଜି ବୃଦ୍ଧା ଜଣଙ୍କ ଗୁରୁତର ହୋଇଯାଇଥିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply