କର୍ଣ୍ଣାଟକର ଗୋଟିଏ  ଘରୁ ମିଳିଲା ଏକ ପରିବାରର ୬ ଜଣଙ୍କ ମୃତ ଦେହ

0

ବେଙ୍ଗାଲୁର .. –  କର୍ଣ୍ଣାଟକର  କୋପାଲରେ ଥିବା ଏକ ଘରୁ ଗୋଟିଏ ପରିବାର ୬ ଜଣଙ୍କର ମୃତ ଦେହ ମିଳିଛି ।  ବାପା ମାଆଙ୍କ  ସହ ତାଙ୍କର ୪ ଜଣ ଝିଅଙ୍କର ମୃତ ଦେହ ଗୋଟିଏ ଘରୁ ଏକ ସଙ୍ଗରେ ମିଳିଛି । ତଦନ୍ତପରେ  ନିଜର ସ୍ତ୍ରୀ ଓ ପିଲାମାନଙ୍କୁ ବିଷ ପିଆଇବା ପରେ ବାପା ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ ପ୍ରକାଶ କରିଛି ।

ଏହି ବ୍ୟକ୍ତି ଜଣଙ୍କ ହାତ ଉଧାରି ଋଣ ନେଇ ଫସଲ କରିଥିଲେ । ମାତ୍ର ଫସଲ ନଷ୍ଟ ହୋଇଯାଇଥିଲା । ଏହାପରେ ସେ ଋଣ ନେଇଥିବା ବ୍ୟକ୍ତିମାନେ ତାଙ୍କୁ ଋଣ ପରିଶୋଧ କରିବା ପାଇଁ ଚାପ ପକାଇଥିଲେ । ଏଥିଯୋଗୁଁ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି ।

Leave A Reply