କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ଚୂଡାନ୍ତ

0

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍ ମଧ୍ୟରେ ମେଣ୍ଟ ଚୂଡାନ୍ତ ହୋଇଛି। ବୁଧବାର ହୋଇଥିବା ମେଣ୍ଟ ଘୋଷଣା ଅନୁଯାୟୀ ରାଜ୍ୟର ୨୮ଟି ଲୋକସଭା ଆସନରୁ ୮ଟିରେ ଜେଡିଏସ୍ ପ୍ରାର୍ଥୀ ଦେବ ଅବଶିଷ୍ଟ ୨୦ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ। ତେବେ ଜେଡିଏସ୍ ୧୦ଟି ଆସନ ପାଇଁ ଆଶା ପ୍ରକାଶ କରିଥିବାବେଳେ ଏହାକୁ ୮ଟିରେ ସନ୍ତୁଷ୍ଟ ହେବାକୁ ପଡିଛି।

Leave A Reply