କମିବ ତେଲ ମୂଲ୍ୟ! ବିଦେଶୀ ବଜାରରେ କମିଛି ମୂଲ୍ୟ

0

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧିକୁ ନେଇ ଦେଶବାସୀ ଓ ରାଜନୀତି ଚଳଚଞ୍ଚଳ ହୋଇ ପଡ଼ିଥିବାବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ସାମାନ୍ୟ ହେଲେ ମଧ୍ୟ କମିଛି। ରୂଷରୁ ଆମଦାନୀ ହେଉଥିବା କଞ୍ଚା ତେଲ ମୂଲ୍ୟ କମ୍‍ ହୋଇଥିବାରୁ ବଜାରରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ କମ୍‍ ହେବାର ସମ୍ଭାବନା ଦେଖା ଦେଇଛି। ଅପରପକ୍ଷରେ ତେଲ ମୂଲ୍ୟକୁ କମ୍‍ କରିବା ଦିଗରେ କେନ୍ଦ୍ର ସରକାର ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

Leave A Reply