ଏସୀୟ କ୍ରୀଡ଼ା: କାଂସ୍ୟରୁ ଭାରତର ଅଭିଯାନ ଆରମ୍ଭ

0

ଜାକର୍ତ୍ତା: ଏଠାରେ ଆରମ୍ଭ ହୋଇଥିବା ଏସୀୟ କ୍ରୀଡ଼ା ୨୦୧୮ରେ ଭାରତ କାଂସ୍ୟ ପଦକରୁ ତାର ଅଭିଯାନ ଆରମ୍ଭ କରିଛି। ଆଜି ୧୦ ମି ଏୟାର ରାଇଫଲ୍‍ ଯୁଗ୍ମ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଓ ରବି କୁମାର କାଂସ୍ୟ ପଦକ ଜିତିଛନ୍ତି।

Leave A Reply