ଆଇସିଆଇସିଆଇ ବ୍ୟାଙ୍କ୍‌ ଉପରେ ୫୮୯ ନିୟୁତ ଟଙ୍କା ଜୋରିମାନା

0

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ୍‌ ଉପରେ ୫୮୯ ନିୟୁତ ଟଙ୍କା ଜୋରିମାନା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ।
ଜାରି କରାଯାଇଥିବା ଏଚ୍‌ଟିଏମଓ ପୋର୍ଟଫୋଲିଓରୁ ପ୍ରତ୍ୟକ୍ଷ ସିକ୍ୟୁରିଟି ବିକ୍ରୟ ଓ ନିର୍ଦ୍ଧାରିତ ନିର୍ଦେଶାବଳୀର ତାଳମେଳ ରହି ନ ଥିବା ଯୋଗୁ ରିଜର୍ଭ ବ୍ୟାଙ୍କ ଏପରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ନିର୍ଦେଶ ପାଳନ ନ କରିବାରୁ ଆଇସିଆଇସିଆଇ ଉପରେ ୨୬ ତାରିଖ ଆଦେଶ ବଳରେ ଏହି ଜୋରିମାନା ଲାଗୁ କରାଯାଇଥିବା ଜଣାପଡ଼ିଛି।

Leave A Reply