ଅପରାହ୍ଣରେ ରାଜ୍ୟପାଳଙ୍କୁ ଭେଟିବେ କଂଗ୍ରେସ ଓ ଜେଡିଏସ୍‍

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୨ଦିନ ଧରି ଚାଲିଥିବା ନାଟକ କ୍ରମଶଃ ନିର୍ଣ୍ଣାୟକ ରୂପ ନେବାକୁ ଲାଗିଛି। ଅପରାହ୍ଣ ୫ଟାରେ କଂଗ୍ରେସ ଓ ଜେଡିଏସ୍‍ ରାଜ୍ୟପାଳଙ୍କୁ ଭେଟିବାକୁ ସମୟ ନେଇଛନ୍ତି। ଏହି ସାକ୍ଷାତକାରରେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଗଢିବାକୁ ଆଗ୍ରହ ପ୍ରକାଶ କରିବେ। ତେବେ ରାଜ୍ୟପାଳ ଯଦି ଉଭୟ ଦଳକୁ ଏହି ସୁଯୋଗ ନ ଦିଅନ୍ତି ତେବେ ରାଜଭବନ ସମ୍ମୁଖରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ-ଜେଡିଏସ ମେଣ୍ଟ।

Leave A Reply