ବୃଦ୍ଧାଶ୍ରମରେ ନବବର୍ଷ ପାଳନ

0

ତାଲପଦର: ବରଗଡ଼ ଜିଲ୍ଲାର ବିଜେପୁର ଅର୍ନ୍ତଗତ ସମେଲେଇପଦର ଗ୍ରାମପଞ୍ଚାୟତର ବିଲେଇପାଲି ଠାରେ ଥିବା ପାର୍ବତୀ ଗିରି ବୃଦ୍ଧାଶ୍ରମର ୧୪ ଜଣ ବୃଦ୍ଧବୃଦ୍ଧାଙ୍କ ସହ ସମାଜ ତାଲପଦର ପ୍ରତିନିଧି ପ୍ରାଣବନ୍ଧୁ ସାହୁଙ୍କ ବାସଭବନରେ ପ୍ରସାଦ ସେବନ କରି ଜଗନ୍ନାଥ ମନ୍ଦିର ଦର୍ଶନ ପୁର୍ବକ ନିଆରା ଢ଼ଙ୍ଗରେ ୨୦୧୯ ନବବର୍ଷ ପାଳନ କରିଥିଲେ । ଆଶ୍ରମର ଦାୟିତ୍ୱରେ ଥିବା ଜାନକୀ ପୁରୀ, ଯୋଶୋବନ୍ତି ପୁଟେଲ,ସୁଶିଲ ଭୁଏ ଏବଂ ସମାଜସେବୀ ଫୁଲୁ ବାବୁ ଉପସ୍ଥିତ ଥିଲେ।

Leave A Reply