ପ୍ରାର୍ଥୀ ପତ୍ର ଦାଖଲ କଲେ ଲକ୍ଷ୍ମଣ ବାଗ

0
105

ଟିଟିଲାଗଡ଼ : କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଭାବରେ ବିଜେପିରୁ ଲକ୍ଷ୍ମଣ ବାଗଙ୍କ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ନିଜର ସମର୍ଥକମାନଙ୍କ ଶୋଭା ଯାତ୍ରାରେ ଯାଇ ଟିଟିଲାଗଡ଼ ନିର୍ବାଚନ ଅଧିକାରୀଙ୍କ ଠାରେ ନାମାଙ୍କନ ଦାଖଲ କରିଛନ୍ତି।

Facebook Comments

READ  ରାସ୍ତା ନିର୍ମାଣରେ ଅବହେଳା ଯୋଗୁଁ ରାସ୍ତାରୋକ