ପତ୍ନୀଙ୍କ ଗୁଇନ୍ଦା ଗିରି ଅଭିଯୋଗରେ ପତିଙ୍କ ନାମରେ ମାମଲା

0

ପୁନେ: ପତ୍ନୀଙ୍କ ଶୋଇବା ଘରେ ଗୁପ୍ତ କ୍ୟାମେରା ଲଗାଇ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସମ୍ପୃକ୍ତ ପତିଙ୍କୁ ଗିରଫ କରିଛି ପୁଲିସ। ଗତ ଜାନୁଆରୀ ୨୨ ତାରିଖରେ ଏହି ଘଟଣା ଘଟିଛି। ଗୁପ୍ତ କ୍ୟାମେରା ଖଞ୍ଜାଯାଇଥିବା ଜଣାପଡ଼ିବା ପରେ ପତ୍ନୀ ଥାନାରେ ଏଫ୍‍ଆଇଆର ଦେଇଥିଲେ। ପରକୀୟା ପ୍ରୀତି ସନ୍ଦେହରେ ପତି ସମ୍ପୃକ୍ତ ମହିଳାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ।

Leave A Reply