ଗଂଜେଇ ଚୋରାଚାଲାଣ, ୩ ଗିରଫ

0

ଜୟପୁର : ଜୟପୁୁୁର ପୋଲିସ ଗଂଜେଇ ଚୋର ଚାଲାଣ ଅଭିିିଯୋଗରେ ୩ଜଣଙ୍କୁ ଗିିିରଫ କରିଛି । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଗଂଜେଇ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରାଜ୍ୟ ବାହାର ଯୁବକ ରହିଥିବା ଜଣାପଡିଛି ।

Leave A Reply