୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‍

ରାୟଗଡ଼ା : ରାୟଗଡ଼ା ଷ୍ଟେସନରୁ ମଙ୍ଗଳବାର ୮ ଜଣ ଦାଦନ ଶ୍ରମିକଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ୮ ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନାବାଳିକା ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ସେମାନେ କାମ କରିବାକୁ ଯାଉଥିବା ବେଳେ ଚାଇଲ୍ଡ ଲାଇନ ସେମାନଙ୍କୁ ଉଦ୍ଧାର କରିଛି।

Comments are closed.