ବର୍ଷିୟାନ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ

0

କଟକ: ବର୍ଷିୟାନ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ ଘଟିଛି । ଓଡିଶା ଚଳଚ୍ଚିତ୍ର ଜଗତ ଏବଂ ନାଟକ ମଞ୍ଚ ପାଇଁ ଏହା ଏକ ଅପୂରଣୀୟ କ୍ଷତି ଅଟେ । ତାଙ୍କ ବିୟୋଗରେ ଅନେକ କଳାକରାମାନେ ଦୁଃଖ ପ୍ରକାଶ କରିଛନ୍ତି । ସୋର ନଗର ଅନ୍ତର୍ଗତ କ୍ଷିରକୋଣୀର ସ୍ଥାୟୀ ବାସିନ୍ଦା ଅଟନ୍ତି ଶରତ ମହାନ୍ତି ।

ଆଦ୍ୟ ଜୀବନରୁ ଅନ୍ନପୂର୍ଣ୍ଣା ଥିଏଟରରୁ ନିଜ କଳାକାର ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେରେ ବହୁ ଟିଭି ଧାରାବାହିକରେ ଅଭିନୟ ସହ କରିବା ସହ ଲକ୍ଷ୍ମୀ, କା, ଅମଡାବାଟ, ସ୍ତ୍ରୀ, ମଲାଜହ୍ପ, ଭୂଲିହୁଏନା,ସକଳ ତୀର୍ଥ ତୋ ଚରଣେ ପ୍ରଭୃତି ପଚାଶ ରୁ ଉର୍ଦ୍ଧ ଓଡିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି । ତାଙ୍କ ଦ୍ବାରା ଅଭିନୀତ ଶେଷ ସିନେମା ହେଲା ଫୂଜାଫୁଲ ।

Leave A Reply