ଟ୍ରେନରୁ ୪୫ଟି କଇଁଛ ଉଦ୍ଧାର

0

ବସ୍ତା: ଡାଉନ ଉତ୍କଳ ଏକ୍ସପ୍ରେସ ଟ୍ରେନରୁ ୪୫ଟି କଇଁଛ ଉଦ୍ଧାର ହୋଇଛି । ଶନିବାର ବିଳମ୍ବିତ ରାତିରେ କଇଁଛ ଚୋରା ଚାଲାଣ ହେଉଥିବା ଖବର ପାଇ ରୁପ୍ସା ଆରପିଏଫ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢଉ କରିଥିଲା। କଇଁଛ ଚୋରା ଚାଲାଣ ହେଉଥିବା ଅଭିଯୋଗରେ ୩ ବଙ୍ଗୀୟ ଯୁବକ ଗିରଫ ହୋଇଛନ୍ତି । ଜବତ କଇଁଚ ଗୁଡିକୁ ରବିବାରରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

Leave A Reply